Best Odia Love SMS Collection

ନିଦ ଆସେ ସ୍ଵପ୍ନ ଆସେ ମନେ ସବୁ ରହେନା,
ଯେବେ ଦେଖେ ତୁମକୁ ଗୋ ତାକୁ ଭୁଲି ପାରେନା ।


ମୋ ଜୀବନ ପ୍ରାଣ ପ୍ରିୟା ସତେକି ତୁମେ ଏତେ ସୁନ୍ଦର ତୁମ ରୁପରେ ଅଛି କି ଦିବ୍ୟ ଶକ୍ତି ଟାଣୁଛି ମୋ ମନକୁ।
ସୁନ୍ଦଯ୍ୟ କୁ ତୁମ ତୁଲନା କରି ପାରୁ ନାହିଁ ତୁମଠୁ ଆଉ କେହି ନୁହେ ସୁନ୍ଦର ।
ଯେବି ଦେଖିବ ତୁମକୁ ମନ କିଣିନେବ ତାର ।
ତୁମଠୁ ସୁନ୍ଦର ଆଉ କେହି ନାହିଁ ଏ ସାରା ସଂସାରେ ,
ପ୍ରେମ ଶକ୍ତି ତୁମ ସୁନ୍ଦର ଅଲି ତୁମେ ଅଟ ମୋର ଗଲା ମାଲି ।
ସବୁ ଜନମେ ସାଥି ହୋଇଥିବ ତୁମେ ଏକା ପ୍ରିୟା ମୋର ।
ମୋ ହୃଦୟରେ ହୋଇଗଲ ପ୍ରିୟା ଜନମ ଜନମର ସାଥି ।
ତୁମର ପ୍ରେମରେ ସବୁ କିଛି ଭୁଲି ତୁମ ପାଖକୁ ଯିବୀଚାଲି ।
ପ୍ରିୟା ମୋର …..


ତୁମକୁ ଜାଣିବା ପରଠାରୁ ଝୁଣ୍ଟି ପଡୁଛି ଏରୁଣ୍ଡି ବନ୍ଧ,
ପବନ ଢାଙ୍କି ଦେଇଛି ସବୁ ଆତ୍ମୀୟତାର ସୁଗନ୍ଧ ।


ଗ୍ରିଶ୍ମର ପ୍ରଚଣ୍ଡ ତାପସହି ,
ଫଗୁଣର ପତ୍ର ଝଡାପରେ, ତଥାପି ବୃକ୍ଷ ଟିଏ ଚାହିଁ ଥାଏ ପୁନର ଜନ୍ମ ପାଇଁ.
ବୃକ୍ଷ ପରି ମୁବି ଦୌଡୁଛି କଣ୍ଟକିତ ପଥରେ ଅଣ ନିଶ୍ଵାଶି ହୋଇ,ସତେକି ତୁମକୁ ପାଇବା ଆଶାରେ,
କରୁଛ ମୋ ମନକୁ ମରୁଦ୍ୟନ ଭଙ୍ଗେଇଦେଉଛ ମୋ ରଙ୍ଗିନ ସପ୍ନ ତଥାପି ତୁମକୁ ପାଇବା ଆଷାରେ ।


କାନ୍ଦୁଛି ନିତି ପ୍ରିୟା ଝରାଇ ଆଖିରୂ ଲୁହ ମୋର ମନ ବି କାନ୍ଦେ ଆଜି ନଝରାଇ ଆଖିରୁ ଲୁହ ।
ଶୁଖିଲେ ଆଖିର ଲୁହ କାନ୍ଦିଲେ ଜଣା ପଡେ ନାହିଁଭଲ ପାଏ କାହାକୁ କେତେ କହିଲେ ସତ ହୁଏ ନାହିଁ ।
ପରକୁ ଆପଣା କରି କରି ଦେଲ ମୋତେ ପର ମୁଁତ ରହିବି ପ୍ରିୟା ସଦା ତୁମର ।
ଆଗବର ହେଇ ପୋଛୁଥିବେ ସିଏ ତୁମ ଆଖିର ଲୁହ ଭଲ ସାଥିଟିଏ ପାଇଛ ଯଦିସୁଖି ହୋଇ ରହି ଥାଅ ।


ସବୁଜ ଧରଣି ଆଉ ସୁନେଲି ଆକାଶ
ଝରଣାରେ ଝର ତୋତେ ଡାକୁଛି ପାସ ।
ବହୀମେଲି ତୋର ଅପେକ୍ଷା କରିଛି
ଆସିବା ପଥକୁ ନିରେଖୀ ଚାହିଁଛି ।
ଗାଇବୁ ଯାଆରେ ଶାନ୍ତିର ତୁ ପ୍ରେମଗୀତି ।
ନୀଲାଭ ଆକାଶ ଅପେକ୍ଷାରେ ତୋର ଯା ଉଡିଯାରେ ସାଥି ।


ମେଘାକୁ ମାଗିଳି ବରଷା ଟିକିଏ,
ତୁମକୁ ମାଗିଳି ମନ ।
ମେଘା ଢାଳି ଦେଲା ଆଶାଢେ ବରଷା,
ତୁମେ ଦେଲ ନାହି ମନ ।


ଦୁରେଇ ଯାଉଛି ଯଦି ଭାବୁଥାଉ ,
ଏ ଦେହୁ ନିଶ୍ଵାସ ନିଅ ତୋଳି ,
ତମରି ନିଶ୍ଵାସେ ନିଶ୍ଵାସ ମିଶାଇ ,
ଦୂରତା ଶବଦକୁ ଦିଅ ଜାଳି ।

Leave a Comment