Mana Gahanare Sada Kagajare | Odia Love SMS

ମନ ଗହନରେ ସାଦା କାଗଜରେ ଆଙ୍କି ଦେଲି ତୁମ ଛବି, ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି.