Chadaka Festival or ଚଡ଼କ ପର୍ବ is one of a tribal festival in Odisha. In some places this festival is a major festival of the ST Peoples. Such as Bauri, Pana, Kandra, Sahar etc. There is also a festival like this which is celebrated in Bhadrak District of Odisha which is known as Udana Festival of ଉଡ଼ାଣ ପର୍ବ. The Chadaka Festival is celebrated within March and April. If you want to know more about the Chadaka Festival or ଚଡ଼କ ପର୍ବ then see the below description to know about the festival better.
Details of Chadaka Festival
ଯେଉଁମାନେ ପୂର୍ବରୁ ମାନସିକ କରି ଏହି ବ୍ରତ କରନ୍ତି ସେମାନଙ୍କୁ ପାଟୁଆ କୁହାଯାଏ ଓ ଏହି ଯାତ୍ରାକୁ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା କୁହାଯାଏ। ଗରମ ଝୁଣାକୁ ପାଟୁଆ ମାନଙ୍କ ପିଠିକୁ ଫୋପାଡି ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ବା ବାଉଁଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ।