Lyrics of Ete Megha Thai Bhiju Nahin Kahin (Bhala Pae Tate 100 Ru 100)

ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ

କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰

ଜଳାନା ନା ନା ଜଳାନା  ଆଉ ତୁ ଖେଳାନା ଜୀବନ ଏତେ ॰ ॰
ବାଧୁଛି ରେ ଭାରି ମତେ ॰ ॰ ॰
ପ୍ରେମରେ, ମିଛ ପ୍ରେମରେ  ପୁଣି ମତେରେ କୁଆଡେ ଡାକୁ ॰ ॰
ଜିଇଛି ରେ ଦୁକୁ ଦୁକୁ ॰ ॰

ଯାଯାବର ମେଘ ଟେ ମୁଁ ॰ ଜରଜର ପାଦ ଟେ ମୁଁ ॰ ॰
ବିନା ଋତୁରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰

ପକାନା ମନେ ପକାନା ॰  ଆଉ ତୁ କନ୍ଦାନା ଗଲା ସମୟ ॰
ତରଳି ଯାଏ ହୃଦୟ ॰ ॰
ଓ ହୋ ଶୁଣାନା ନା ନା ଶୁଣାନା ॰ ଆଉ ତୁ ଶିଖାନା ॰
ପ୍ରେମର ଗୀତ ॰ ॰  ମନା କରେ ମୋ ଅତୀତ ॰

ଅଧା ଚିରା କାଗଜ ମୁଁ ॰  ଅଧା ଶୁଝା କରଜ ମୁଁ ॰
ମନ ହାଟ ରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰

ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ ॰ ॰
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ

କାହା ସାଥେ ଚାଲୁଛି ମୁଁ ,
କାହା ସାଥେ ଗପୁଛି ମୁଁ ॰ ॰
ଛାଇ ନିଦରେ ॰ ॰ ॰
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ ॰ ॰ ॰ ॰

3 thoughts on “Lyrics of Ete Megha Thai Bhiju Nahin Kahin (Bhala Pae Tate 100 Ru 100)”

Leave a Comment